Back to Odia Language Pack Odia Language Pack
Transcend Store Loader Image
Thumbnail Image of ସିଦ୍ଧିଲାଭର ପଥ - ଆଧୁନିକ ଯୁଗର ଯୋଗ

ସିଦ୍ଧିଲାଭର ପଥ - ଆଧୁନିକ ଯୁଗର ଯୋଗ (Siddhi Lavara Patha)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ଶ୍ରୀଳ ପ୍ରଭୁପାଦ ଯାହାଙ୍କର ପ୍ରଶଂସାରେ ବିଦ୍ୱାନଙ୍କ ଦ୍ୱାରା ବୈଦିକ ଆଧ୍ୟାତ୍ମିକ ପରମ୍ପରାକୁ ସବୁଠାରୁ ମହାନ ପ୍ରତିନିଧି ରୂପରେ କରାଯାଇଛି, ତାଙ୍କରି ଦ୍ୱାରା କରାଯାଇଥିବା ବାର୍ତ୍ତାଳାପର ଶ୍ରେଣୀ ଏଠାରେ ପ୍ରସ୍ତୁତ କରୁଛି ଯେ କି ଏହି ଗ୍ରନ୍ଥ ଆତ୍ମଜ୍ଞାନର ସ୍ୱଭାବ, ଧ୍ୟାନ, କର୍ମ, ମୃତ୍ୟୁ ଏବଂ ପୁନର୍ଜନ୍ମ ଇତ୍ୟାଦି ବିଷୟରେ ଭଲଭାବରେ ପରିକ୍ଷଣ କରୁଛି। ଶ୍ରୀଳ ପ୍ରଭୁପାଦ ମନକୁ ଶୁଦ୍ଧ କରିବା ପାଇଁ ଏବଂ ଆତ୍ମଜ୍ଞାନକୁ ଉନ୍ନତ କରିବା ପାଇଁ ଏହିପରି ସରଳ ଉପାୟ କହିଛନ୍ତି , ଯେ ନୁହେଁ କେବଳ ପାଠକଙ୍କୁ ଆନ୍ତରିକ ଶାନ୍ତିକୁ ଆଶ୍ୱାସନ ଦେଉଛନ୍ତି, କିନ୍ତୁ ଏଥିରେ ଆଧୁନିକ ସମାଜକୁ ନିତ୍ୟଦିନ ଅସ୍ତବ୍ୟସ୍ତ ଜୀବନରେ ସହଜ ସମସ୍ୟାର ବି ସମାଧନ ଏଥିରେ ଦିଆଯାଇଛି।

Sample Audio

Copyright © 1972, 2022 BHAKTIVEDANTA BOOK TRUST (E 5032)
Your IP Address: 216.73.216.41 Server IP Address: 169.254.129.5