Back to Odia Language Pack Odia Language Pack
Transcend Store Loader Image
Thumbnail Image of ରାଣୀ କୁନ୍ତୀଙ୍କ ଶିକ୍ଷା

ରାଣୀ କୁନ୍ତୀଙ୍କ ଶିକ୍ଷା (Rani Kuntinka Shiksha)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ପୁରାତନ ଭାରତ ଇତିହାସର ଏକ ବିସ୍ଫୋରଣପୂର୍ଣ୍ଣ ଯୁଗରେ ବୀରାଙ୍ଗନା ରାଣୀ କୁନ୍ତିଙ୍କର କରୁଣରସମ୍ପୂର୍ଣ୍ଣ ଚରିତ୍ର ପ୍ରକାଶ ପାଏ। ଭାରତୀୟ ରାଜ ସିଂହାସନକୁ କେନ୍ଦ୍ରକରି ହୋଇଥିବା ଜଟିଳ ରାଜନୈତିକ ନାଟକରେ ସଂଗଠିତ ଭାତୃବିବାଦଜନିତ ରକ୍ତାକ୍ତ ସଂଗ୍ରାମର ସେ କେନ୍ଦ୍ରବିନ୍ଦୁ ଥିଲେ। ତଥାପି ତାଙ୍କର ସମସ୍ତ ଦୁଃଖପୂର୍ଣ୍ଣ ସ୍ଥିତିରେ ମଧ୍ୟ ସେ ଅନ୍ତଜ୍ଞାନ ଓ ତଜ୍ଜନିତ ଶକ୍ତି ଲାଭ କରିଥିଲେ। ସେହି ଶକ୍ତିରେ ଶକ୍ତିଶାଳୀ ହୋଇ ସେ ବିପଦପୂର୍ଣ୍ଣ ସମୟରେ ତାଙ୍କର ସନ୍ତାନମାନଙ୍କୁ ପରିଚାଳନା କରିଥିଲେ। ରାଣୀ କୁନ୍ତୀଙ୍କର ଶିକ୍ଷାଗୁଡ଼ିକ ଏକ ମହାନ୍ତି ସାଧ୍ୱୀ ନାରୀଙ୍କର ସରଳ ଓ ଜ୍ଞାନଦୀପ୍ତ ଉଦ୍ଗୀରଣ ଅଟେ। ତାହା ହୃଦୟର ଗଭୀରତମ ପ୍ରଦେଶରୁ ଉଦ୍ଗୀର୍ଣ୍ଣ ଦିବ୍ୟ ଭାବର ଦ୍ୟୋତକ ତଥା ବୁଦ୍ଧିମାନ ବ୍ୟକ୍ତିଠାରେ ପରମାର୍ଥିକ ଜ୍ଞାନର ଶିହରଣସଷ୍ଟିକାରୀ l ଏଥିରେ ପୃଥିବୀର ବୈଦିକ ଦର୍ଶନ ଓ ସଭ୍ୟତାର ଜଣେ ଖ୍ୟାତନାମା ଶିକ୍ଷକ କୃଷ୍ଣ କୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ରାଣୀ କୁନ୍ତୀଙ୍କର ଶିକ୍ଷାକୁ ସୁସ୍ପଷ୍ଟ ତଥା ବୀର୍ଯ୍ୟବତୀ ଭାଷାରେ ପ୍ରକାଶ କରିଛନ୍ତି।

Sample Audio

Copyright © 1972, 2022 BHAKTIVEDANTA BOOK TRUST (E 5032)
Your IP Address: 216.73.216.41 Server IP Address: 169.254.129.4