ପୁନରାଗମନ - ପୁନର୍ଜନ୍ମର ବିଜ୍ଞାନ (Punaraagamana-Punarjanmara Bigyan)
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ସବୁଠାରୁ ବ୍ୟାପକ ଓ ସହଜରେ ବୁଝିହେଲାଭଳି ପୁନର୍ଜନ୍ମ: ସମ୍ବନ୍ଧୀୟ ଏଭଳି ବର୍ଣ୍ଣନା ଆଗରୁ କେବେ ହୋଇନାହିଁ । ଜୀବନ କେବେହେଲେ ଜନ୍ମ ହେଲେ ଆରମ୍ଭ ହୁଏ ନାହିଁ କିମ୍ବା ମୃତ୍ୟୁ ହେଲେ ଶେଷ ହୋଇଯାଏ ନାହିଁ । ପ୍ରକୃତରେ ଜୀବାତ୍ମା ଯେତେବେଳେ ତାର ବର୍ତ୍ତମାନର ଦେହ ତ୍ୟାଗ କରେ, ସେତେବେଳେ ପୁନଶ୍ଚ ନୂତନ ଶରୀର ଧାରଣ କରେ ଆମେ ଆମର ପରବର୍ତ୍ତୀ ପୁନର୍ଜନ୍ମ ପ୍ରକ୍ରିୟାକୁ ଅଟକାଇ ରଖୁପାରିବା କି ? ଏହି ପୁନରାଗମନ ପୁସ୍ତକଟି ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଅତି ରହସ୍ୟଜନକ ଭାବେ ଦେଇପାରିବ । ଏହା ପରିଷ୍କାର ଭାବରେ ଓ ପୂର୍ଣ୍ଣଭାବରେ ଶାସ୍ତ୍ରୀୟ ସିଦ୍ଧାନ୍ତ ସହ ଉତ୍ତର ପ୍ରଦାନ କରେ ଯାହା ଅନାଦି କାଳରୁ ଅସରନ୍ତି ଜ୍ଞାନ ରୂପେ ପୃଥିବୀର ପ୍ରାମାଣିକ ଗ୍ରନ୍ଥ ଓ ଜ୍ଞାନର ଉତ୍ସରୁ ଆସିଅଛି । ଏହି ପୁସ୍ତକରୁ ତୁମେ ଶିକ୍ଷା କରିବ ବର୍ତ୍ତମାନକୁ କିପରି ନିୟନ୍ତ୍ରଣ କରିବ ଓ ଭବିଷ୍ୟତ କିପରି ଗଢ଼ିବ । ଏହା ନାଟକୀୟ ଭାବରେ ତୁମର ଜୀବନକୁ ପରିବର୍ତ୍ତନ କରିଦେବ ।
Sample Audio