ପ୍ରଭୁପାଦ - ଭାରତର ଆଧ୍ୟାତ୍ମିକ ରାଜଦୂତ (Prabhupada Bharatara Aadhyatmika Rajaduta)
Author: ସତ୍ସ୍ୱରୁପ ଦାସ ଗୋସ୍ୱାମୀ
Description
ଭଗବାନଙ୍କର ମହାନ ବିଶେଷ ଭକ୍ତ ପତିତ ଆତ୍ମା ପ୍ରତି ଦୟାଶୀଳ ହୁଅନ୍ତି ଏବଂ ଏଥିପାଇଁ ସେ ଜୀବାତ୍ମାଙ୍କୁ ପୁନଃ ଭଗବଦ୍ଧାମକୁ ପ୍ରତ୍ୟାଗମନ କରିବା ପାଇଁ କାର୍ଯ୍ୟରତ ରହି ସମଗ୍ର ସଂସାରରେ ଭ୍ରମଣ କରନ୍ତି । ଭଗବାନଙ୍କର ଏହି ବିଶୁଦ୍ଧ ଭକ୍ତ ପତିତ ଆତ୍ମାକୁ ଉଦ୍ଧାର କରିବା ପାଇଁ ଭଗବାନଙ୍କର ସନ୍ଦେଶ ଲେଇ ଆସିଥାନ୍ତି । ଏଥିପାଇଁ ସାମାନ୍ୟ ମନୁଷ୍ୟକୁ, ଯେ ଭଗବାନଙ୍କର ବାହ୍ୟ ଶକ୍ତିର ପ୍ରଭାବରେ ଭ୍ରମିତ ହୋଇ ଥାନ୍ତି ତାଙ୍କୁ ସଙ୍ଗତି ଲାଭ କରିବାକୁ ହେଲେ ବିଚାର କରିବା ଦରକାର ।' ଶ୍ରୀମଦ୍ ଭାଗବତମ୍ (୩/୫-୩) ।
Sample Audio
Copyright © 1972, 2022 BHAKTIVEDANTA BOOK TRUST (E 5032)