ପରମ ପୁରୁଷ ଭଗବାନ୍ ଶ୍ରୀକୃଷ୍ଣ (Parama Purusha Bhagaban Shree Krushna )
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ଭଗବାନ୍ ଶ୍ରୀକୃଷ୍ଣ ଦିବ୍ୟ ଜଗତରୁ ଅବତରଣ କରି ଏହି ଧରାପୃଷ୍ଠରେ ତାଙ୍କର ଶାଶ୍ୱତ ଦିବ୍ୟଲୀଳା ପ୍ରଦର୍ଶନ କରିବା ନିମିତ୍ତ ଭୌତିକ ଜଗତରେ ନିଜର ସନାତନ ସାଥି ମାନଙ୍କ ସହିତ ଅବତରିତ ହୋଇଥିଲେ । ଏହି ଦିବ୍ୟଲୀଳା ପ୍ରେମର ଆଦାନ-ପ୍ରଦାନ ରୂପରେ ତାଙ୍କ ଧାମରେ ଚଳି ଆସୁ ଅଛି, ତାଙ୍କ ପ୍ରତିରୂପରେ ଏହା ଏଠାରେ ପ୍ରଦର୍ଶିତ କରନ୍ତି, ଯାହା ଦ୍ୱାରା ଏହି ଭୌତିକ ଜଗତରେ ବଦ୍ଧ ଜୀବ ମାନଙ୍କୁ ଆକୃଷ୍ଟ କରି ଦିବ୍ୟ ଜଗତରେ ଯାତ୍ରା କରିବାକୁ ନିର୍ଦ୍ଦେଶ କରିଥାଏ ।
Sample Audio
Copyright © 1972, 2022 BHAKTIVEDANTA BOOK TRUST (E 5032)