Back to Odia Language Pack Odia Language Pack
Transcend Store Loader Image
Thumbnail Image of କୃଷ୍ଣଭାବନା ସର୍ବଶ୍ରେଷ୍ଠ ଯୋଗ ପଦ୍ଧତି

କୃଷ୍ଣଭାବନା ସର୍ବଶ୍ରେଷ୍ଠ ଯୋଗ ପଦ୍ଧତି (Krishna Bhabana Sarbashrestha Yoga Paddhati)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ଅନେକ ପ୍ରକାର ଯୋଗ ସାଧନ ଥିଲେବି ବୈଦିକ ଶାସ୍ତ୍ର ବର୍ଣ୍ଣନା କରନ୍ତି, ତୁମେ କେଉଁ ଯୋଗ ସାଧନ ପସନ୍ଦ କରିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କାରଣ ଭକ୍ତି ଥିଲେହିଁ ସଫଳତା ମିଳେ। ଯୋଗର ଉଦ୍ଦେଶ୍ୟ, ଯୋଗର ଅନ୍ତିମ ଲକ୍ଷ ହେଉଛି କୃଷ୍ଣଙ୍କୁ ଉପଲବ୍ଧି କରିବା। କୃଷ୍ଣଚେତନା ସାଧନର ଅର୍ଥ ସର୍ବଶ୍ରେଷ୍ଠ ଯୋଗ ସାଧନ। ଭଗବଦ୍‌ଗୀତାରେ କୃଷ୍ଣ ତାଙ୍କର ଅନ୍ତରଙ୍ଗ ସଖା ଅର୍ଜୁନଙ୍କ ନିକଟରେ ସର୍ବଶ୍ରେଷ୍ଠ ଯୋଗ ପଦ୍ଧତି ବିଷୟରେ ବର୍ଣ୍ଣନା କରିଛନ୍ତି। ବିଶ୍ୱବିଖ୍ୟାତ ଯୋଗଗୁରୁ ଶ୍ରୀଳ ପ୍ରଭୁପାଦ ସମାଜର ମଙ୍ଗଳ ପାଇଁ ସେହି ମତବାଦକୁ ବିଶେଷ ଭାବେ ବର୍ଣ୍ଣନା କରିଛନ୍ତି।

Sample Audio

Copyright © 1972, 2022 BHAKTIVEDANTA BOOK TRUST (E 5032)
Your IP Address: 216.73.216.41 Server IP Address: 169.254.129.4