ଯୋଗର ପୂର୍ଣ୍ଣତା (Jogara Purnata )
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ଯୋଗର ପୂର୍ଣ୍ଣତାର ଅଭ୍ୟାସ କରିବାର ଅର୍ଥ କ’ଣ ? କ’ଣ ଏହା କରିବା ଆଜି ସମ୍ଭବ ? ଚାଲ ଏହି ବାର୍ତ୍ତାଳାପର ଅର୍ଥ ଖୋଜିବା । ‘ବିଶ୍ୱବିଖ୍ୟାତ ଯୋଗଗୁରୁ ଶ୍ରୀଳ ପ୍ରଭୁପାଦ, ଯୋଗର ସଠିକ୍ ଉତ୍ତର ଜାଣିବା ପାଇଁ ଢାକିଥିବା ବ୍ୟାପାରିକରଣର ରହସ୍ୟ ଖୋଲିଛନ୍ତି । ଏହା ସିଖାଉଛି ଯେ କି ପ୍ରାଚିନ ଯୋଗପଦ୍ଧତ୍ତି କେବଳ ଆସନ ଏବଂ କସରତୋ ତଥା ଧ୍ୟାନ ଏବଂ ଉଚ୍ଚଶ୍ୱାସର ନିୟମ ଆଗରେ ଏହାର ଲକ୍ଷ୍ୟ ପୂର୍ଣ୍ଣ ପୁରୁଷତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କର ସଙ୍ଗରେ ପ୍ରେମମୟ ଶାଶ୍ୱତ ମିଳନ ଅଟେ।
Sample Audio
Copyright © 1972, 2022 BHAKTIVEDANTA BOOK TRUST (E 5032)