ହରେକୃଷ୍ଣ ଆନ୍ଦୋଳନ-ପଥଭ୍ରମିତ ସଭ୍ୟତାର ନବଜାଗରଣ (Hare Krishna Andolan)
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ଏହି ଗ୍ରନ୍ଥଟି ଇସ୍କନ୍ର ପ୍ରତିଷ୍ଠାତା ଶ୍ରୀଳ ପ୍ରଭୁପାଦଙ୍କ ସଙ୍ଗେ କଥୋପକଥନ ଆକାରରେ ରଚିତ ପ୍ରବନ୍ଧ ଠାରୁ ସଂକଳନ କରା ହୋଇଛି। ଶ୍ରୀଳ ପ୍ରଭୁପାଦ ଏହି ଗ୍ରନ୍ଥଟିକୁ ବୈଦିକ ଦୃଷ୍ଟିଭଙ୍ଗୀରେ ପରିପ୍ରେକ୍ଷିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି — ଯେପରି ପୁନର୍ଜନ୍ମ, ଅନିୟନ୍ତ୍ରିତ ଯୌନତା, ଗୋ-ହତ୍ୟା, ଆମିଷ ଭୋଜନ, ଆମର ଉପସ୍ଥିତିର ପ୍ରମାଣ, ସାମାଜିକ ସଂସ୍କାର ଏବଂ ବୈଜ୍ଞାନିକ ପ୍ରଗତି ଇତ୍ୟାଦି। ଶ୍ରୀଳ ପ୍ରଭୁପାଦଙ୍କର ଶିକ୍ଷା ଓ ତାଙ୍କର ଜୀବନ ଏହା ପ୍ରଦର୍ଶନ କରେ ଯେ ପ୍ରାଚୀନ ବେଦ ସନ୍ଦେଶ କୌଣସି ପ୍ରକାର ପୁରାତନ ହୋଇଯାଏ ନାହିଁ, କିନ୍ତୁ ଆଧୁନିକ ଯୁଗରେ ସମସ୍ତ ଲୋକଙ୍କ ପାଇଁ ଅନୁକୂଳ ଅଟେ।
Sample Audio
Copyright © 1972, 2022 BHAKTIVEDANTA BOOK TRUST (E 5032)