Back to Odia Language Pack Odia Language Pack
Transcend Store Loader Image
Thumbnail Image of ଧର୍ମ - ଦିବ୍ୟତାର ମାର୍ଗ

ଧର୍ମ - ଦିବ୍ୟତାର ମାର୍ଗ (Dharma-Dibyatara Marga)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

‘ଧର୍ମ’ ଶବ୍ଦ କୌଣସି ଏକ ପଦାର୍ଥର ଅନ୍ତର୍ନିହିତ ଗୁଣକୁ ବୁଝାଇଥାଏ। ପ୍ରତ୍ୟେକ ଶତାବ୍ଦୀରେ ଚିନ୍ତନଶୀଳ ଲୋକମାନେ ପଚାରିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ: ମୁଁ କିଏ?, ସେଗୁଡ଼ିକୁ ମୁଁ କିପରି ଭରଣା କରିବି? ଆଦି ପ୍ରଶ୍ନର ଉତ୍ତର ଧର୍ମହିଁ ପ୍ରଦାନ କରିଥାଏ। ଆମ ସମସ୍ତଙ୍କର ଏକ ଅନିବାର୍ଯ୍ୟ ପ୍ରକୃତି ରହିଥାଏ ଏବଂ ଆମର ଅନିବାର୍ଯ୍ୟ ଗୁଣ ବା ଧର୍ମ ସହିତ ସମଭାବରେ ଯଦି ଆମେ ଜୀବନ ଅତିବାହିତ କରିପାରନ୍ତି, ତେବେ ଆମେ ଗଭୀର ଆତ୍ମସନ୍ତୋଷ ଲାଭ କରିଥାନ୍ତି। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦିବ୍ୟ ପ୍ରେମମୟ ଭକ୍ତି ହିଁ ସର୍ବଶ୍ରେଷ୍ଠ ଧର୍ମ ଅଟେ।

Sample Audio

Copyright © 1972, 2022 BHAKTIVEDANTA BOOK TRUST (E 5032)
Your IP Address: 216.73.216.41 Server IP Address: 169.254.129.4