Back to Odia Language Pack Odia Language Pack
Transcend Store Loader Image
Thumbnail Image of ଭଗବତ୍‌ ବାଣୀ

ଭଗବତ୍‌ ବାଣୀ (Bhagavat Baani)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ଭଗବାନ୍‌ କୃଷ୍ଣ ଆମ୍ଭମାନଙ୍କ ପାଇଁ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି: ଆମେ ଶରୀର ନୁହଁନ୍ତି, ଆମେ ଆତ୍ମା ଅଟନ୍ତି। ଶୁଦ୍ଧ ଆଧ୍ୟାତ୍ମିକ ବୋଧରେ ଜାତି, ଧର୍ମ, ବର୍ଣ୍ଣ ବା ଲିଙ୍ଗଗତ କୌଣସି ପ୍ରଭେଦତା ନଥାଏ । ଏହି ଅସାମ୍ପ୍ରଦାୟିକ ମଞ୍ଚରୁ, ସମଗ୍ର ଜଗତ ବାସ୍ତବ ଆନନ୍ଦ ଏବଂ ସଂହତି ଲାଭ କରିପାରିବ। ଏହାର ବୋଧଜ୍ଞାନ ବିନା ବ୍ୟକ୍ତିଗତ ଭାବରେ ହେଉ ବା ଗୋଷ୍ଠୀଗତ ଭାବରେ ହେଉ, ଆମର ଈପ୍‌ସିତ ଆନନ୍ଦକୁ ଆମେ କେବେସୁଧା ପ୍ରାପ୍ତ କରିପାରିବା ନାହିଁ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବ୍ୟବହିତ ପରେ ପରେ ଲିଖିତ ଏହି ପୁସ୍ତକ ଧର୍ମୀୟ ସାମ୍ୟବାଦତାର ସହ ସମାଜ କିପରି ସୁଖ ଶାନ୍ତିରେ ତିଷ୍ଠିପାରିବ ତାର ବର୍ଣ୍ଣନା ପ୍ରଦାନ କରିଛି।

Sample Audio

Copyright © 1972, 2022 BHAKTIVEDANTA BOOK TRUST (E 5032)
Your IP Address: 216.73.216.41 Server IP Address: 169.254.129.5