ଅନ୍ୟଗ୍ରହମାନଙ୍କୁ ସୁଗମ ଯାତ୍ରା (Anya Grahaku Sugama Jatra)
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
'ଏହା କୁହାଯାଇଛି ଯେ, ପୂର୍ଣ୍ଣ ଯୋଗୀ, ମୃତ୍ୟୁ 'ସମୟରେ ନିଜର ଶରୀର ତ୍ୟାଗକରି , ମନର ଗତିରେ ସେ ଭୌତିକ ବ୍ରହ୍ମାଣ୍ଡର ସୀମାକୁ ଅତିକ୍ରମ କରି ଅତିଦୂରକୁ ପ୍ରତିପଦାର୍ଥମୟ ଗ୍ରହ ପର୍ଯ୍ୟନ୍ତ ଯାତ୍ରା କରି ପାରିବ । ସୁକ୍ଷ୍ମ ଆଧ୍ୟାତ୍ମିକ ଶକ୍ତିକୁ ଉପୟୋଗ କରି । ' ଆପଣ ଅନ୍ୟ ଲୋକୋ ପର୍ଯ୍ୟନ୍ତ ଯାତ୍ରା କରି, ଭଗବାନଙ୍କର ଶକ୍ତିର ଚମତ୍କାରକୁ ଦର୍ଶନ କରନ୍ତି । ଅର୍ଥାତ୍ ଯଦି ଆପଣ ଚାହିଁବେ ତେବେ ଆପଣ ଭୌତିକ ସୃଷ୍ଟି ଆଗରେ, କୃଷ୍ଣଙ୍କ ସାଥିରେ ଆମେ ନିତ୍ୟ ଘରକୁ ଯାତ୍ରା ବି କରି ପାରିବା ।
Sample Audio
Copyright © 1972, 2022 BHAKTIVEDANTA BOOK TRUST (E 5032)